STORYMIRROR

ରାଇଜର ଇଏ ରତ୍ନ ଭଣ୍ଡାର ବିକାଶ ନହେଉ ବିନାଶର କାରଣ ଭାରି ସୁନ୍ଦର ଓଡିଶା ମୋର ସୁନ୍ଦର ତାର ମଠ ମନ୍ଦିର ସୁନ୍ଦର ତାର ଝରଣା ଝର ମାଆ ପାହୁଣ୍ଡ କେନ୍ଦୁଝର ପ୍ରଣାମ କାନନ ଭାରି ସୁନ୍ଦର ଏଇ ଆକାଶ ମେଘୁଆ ଆକାଶ ଆହୁରି ସୁନ୍ଦର ତାରା ଭରା ଆକାଶ ମନ ମୋହିନିଏ ମହାମାରୀ ପରିଷ୍କାର ସରଗଠୁ ସୁନ୍ଦର ସଚେତନ ରହିବା ଆମ ଘର

Oriya ଭାରି ସୁନ୍ଦର ଆମ କେନ୍ଦୁଝର Poems